କାଲି ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି ।

କାଲି ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି ।

କାଲି ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି ।
ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମର କାଣ୍ଡର ଶୁଣାଣି କଲେ ପଟିଆଲା ହାଉସ୍ କୋର୍ଟ । ଆସନ୍ତାକାଲି ସକାଳେ ୪ ଦୋଷୀଙ୍କୁ ମିଳିପାରେ ଫାଶି । ଫାଶି ତାରିଖ ଘୁଂଚାଇବାକୁ ମନା କଲେ ପଟିଆଲା ହାଉସ୍ କୋର୍ଟ । ଫାଶି ତାରିଖ ଘୁଂଚାଇବାକୁ ହୋଇଥିବା ମଧ୍ୟ ଆବେଦନ ଖାରଜ କରିଛନ୍ତି । କାଲି ସକାଳ ୬ଟାରେ ଫାଶି ପାଇଁ ସମୟ ଧାର୍ଯ୍ୟ ହୋଇଛି ବୋଲି ସୂଚନା ମିଳିଛି ।