କରୋନାରେ ବିଚାରଧୀନ କଏଦୀଙ୍କ ମୃତୁ୍ୟ

କରୋନାରେ ବିଚାରଧୀନ କଏଦୀଙ୍କ ମୃତୁ୍ୟ

କରୋନାରେ ବିଚାରଧୀନ କଏଦୀଙ୍କ ମୃତୁ୍ୟ
ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତୁ୍ୟ ଘଟିଛି । ବିଚାରଧୀନ କଏଦୀ ତ୍ରିପତି ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିବା ଜଣାପଡିଛି । କିଛି ଦିନ ତଳେ କଟକ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ବିଚାରଧୀନ କଏଦୀଙ୍କ ମୃତୁ୍ୟ ନେଇ ଜେଲ ଡିଆଇଜି ସୂଚନା ଦେଇଛନ୍ତି । ତି୍ରପତି ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ପୀଡିତ ଥିଲେ । ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିଲେ ।