ପୁଣି କାର୍ଯ୍ୟକାରୀ ହେଉ ଟିଏମସି: ସମୀର

ପୁଣି କାର୍ଯ୍ୟକାରୀ ହେଉ ଟିଏମସି: ସମୀର

ପୁଣି କାର୍ଯ୍ୟକାରୀ ହେଉ ଟିଏମସି: ସମୀର
ଭୁବନେଶ୍ୱର, ମଇ ୧୬: କରୋନା ସ୍ଥିତି ନେଇ ବିଜେପି ସଭାପତି ସମୀର ମହାନ୍ତିଙ୍କ ପ୍ରେସମିଟ୍ । ପ୍ରବାସୀଙ୍କ ପାଇଁ ଟିଲମସି ପୁଣି କାର୍ଯ୍ୟକାରୀ କରିବାକୁ ସମୀର କହିଛନ୍ତି । ଗତଥର ପ୍ରବାସୀଙ୍କ ପାଇଁ ଟିଏମସି କରାଯାଇଥିଲା, ଏଥର କିନ୍ତୁ ନାହିଁ । ଆବଶ୍ୟକ ଅନୁସାରେ ଟେଷ୍ଟିଂ ହେଉନାହିଁ, ରିପୋର୍ଟ ଆସିବାକୁ ବିଳମ୍ବ ହେଉଛି । ମୋବାଇଲ ଜରିଆରେ ରିପୋର୍ଟ ଦେବାକୁ ରାଜ୍ୟ ସରକାର ବ୍ୟବସ୍ଥ କରନ୍ତୁ ବୋଲି ସମୀର କହିଛନ୍ତି । ଗ୍ରାମଂଚଳରେ ଟିକା ପାଇଁ ପିଏମ ଦେଇଥିବା ଅର୍ଥ କେଉଁଠି ଖର୍ଚ୍ଚ ହୋଇଛି ବୋଲି ପଚାରିଲେ । କରୋନା ରୋକିବାକୁ ପଂଚାୟତସ୍ତରରେ କମିଟି କରିବା ଆବଶ୍ୟକ ବୋଲି ସମୀର ମହାନ୍ତି କହିଛନ୍ତି ।