କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୨୭ ଜଣଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୨୭ ଜଣଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୨୭ ଜଣଙ୍କ ମୃତୁ୍ୟ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୨୭ ଜଣଙ୍କ ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୪୩୦ରେ ପହଁଚିଛି । ଅପରପକ୍ଷରେ ରାଜ୍ୟରେ ଆଉ ୧୨୫୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବରଗଡ଼ରେ ୧, ବଲାଙ୍ଗୀରରେ ୧, ବୌଦ୍ଧରେ ୧, ଗଜପତିରେ ୧, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୨, ଖୋର୍ଦ୍ଧାରେ ୪, କୋରାପୁଟରେ ୪, ନବରଙ୍ଗପୁରରେ ୧, ନୂଆପଡ଼ାରେ ୩, ପୁରୀରେ ୧, ରାୟଗଡ଼ାରେ ୩, ସୁବର୍ଣ୍ଣପୁରରେ ୧ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୯୩୦, ବାଲେଶ୍ୱରରେ ୫୧୦, ବରଗଡ଼ରେ ୩୧୫, ଭଦ୍ରକରେ ୧୭୭, ବଲାଙ୍ଗୀରରେ ୨୯୬, ବୌଦ୍ଧରେ ୩୬୫, କଟକରେ ୧୦୮୪, ଦେବଗଡ଼ରେ ୧୦୬, ଢେଙ୍କାନାଳରେ ୧୩୨, ଗଜପତିରେ ୫୩, ଗଞ୍ଜାମରେ ୩୬୯, ଜଗତସିଂହପୁରରେ ୩୨୫, ଯାଜପୁରରେ ୪୧୯, ଝାରସୁଗୁଡ଼ାରେ ୩୭୩, କଳାହାଣ୍ଡିରେ ୪୯୧, କନ୍ଧମାଳରେ ୧୦୦, କେନ୍ଦ୍ରାପଡ଼ାରେ ୧୯୫, କେନ୍ଦୁଝରରେ ୨୩୨, ଖୋର୍ଦ୍ଧାରେ ୧୮୪୨, କୋରାପୁଟରେ ୨୩୩, ମାଲକାନାଗିରିରେ ୭୩, ମୟୂରଭଞ୍ଜରେ ୫୪୬, ନବରଙ୍ଗପୁରରେ ୩୮୩, ନୟାଗଡ଼ରେ ୩୧୫, ନୂଆପଡ଼ାରେ ୧୨୯, ପୁରୀରେ ୫୬୮, ରାୟଗଡାରେ ୩୨୧, ସମ୍ବଲପୁରରେ ୪୦୦, ସୋନପୁରରେ ୨୦୨, ସୁନ୍ଦରଗଡ଼ରେ ୭୧୫ ଓ ରାଜ୍ୟ ପୁଲରେ ୩୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।