କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୧ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୧ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୧ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୧ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୦୩୫ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବାଲେଶ୍ୱରରେ ୧, ବରଗଡ଼ରେ ୨, ଭଦ୍ରକରେ ୧, ଦେବଗଡ଼ରେ ୧, ଢେଙ୍କାନାଳରେ ୧, ଗଜପତିରେ ୨, ଗଞ୍ଜାମରେ ୩, ଜଗତସିଂହପୁରରେ ୨, କଳାହାଣ୍ଡିରେ ୧, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୬, ମୟୂରଭଞ୍ଜରେ ୨, ନୟାଗଡ଼ରେ ୧, ପୁରୀରେ ୩, ସମ୍ବଲପୁରରେ ୨, ସୁବର୍ଣ୍ଣପୁରରେ ୨ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ଘଟିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୧୬, ବାଲେଶ୍ୱରରେ ୧୯୫, ବରଗଡ଼ରେ ୧୬୪, ଭଦ୍ରକରେ ୨୨୮, ବଲାଙ୍ଗୀରରେ ୮୩, ବୌଦ୍ଧରେ ୧୧୨, କଟକରେ ୬୪୦, ଦେବଗଡ଼ରେ ୨୯, ଢେଙ୍କାନାଳରେ ୧୨୩, ଗଜପତିରେ ୩୦, ଗଞ୍ଜାମରେ ୯୩, ଜଗତସିଂହପୁରରେ ୨୧୮, ଯାଜପୁରରେ ୫୬୩, ଝାରସୁଗୁଡ଼ାରେ ୮୬, କଳାହାଣ୍ଡିରେ ୮୦, କନ୍ଧମାଳରେ ୧୪୩, କେନ୍ଦ୍ରାପଡ଼ାରେ ୨୨୭, କେନ୍ଦୁଝରରେ ୧୫୫, ଖୋର୍ଦ୍ଧାରେ ୪୯୫, କୋରାପୁଟରେ ୧୮୦, ମାଲକାନାଗିରିରେ ୧୦୭, ମୟୂରଭଞ୍ଜରେ ୩୫୨, ନବରଙ୍ଗପୁରରେ ୧୬୬, ନୟାଗଡ଼ରେ ୧୬୧, ନୂଆପଡ଼ାରେ ୩୬, ପୁରୀରେ ୩୯୮, ରାୟଗଡାରେ ୧୦୮, ସମ୍ବଲପୁରରେ ୧୦୩, ସୋନପୁରରେ ୫୨, ସୁନ୍ଦରଗଡ଼ରେ ୨୭୨ ଓ ରାଜ୍ୟ ପୁଲରେ ୧୦୩ ଜଣ ଚିହ୍ନଟ ହୋଇଛନ୍ତି ।