କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୩୭ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୩୭ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୩୭ ଜଣଙ୍କ ଜୀବନ
ଭୁବନେଶ୍ୱର: ଆଜି ରାଜ୍ୟରେ ୩୭ ଜଣଙ୍କ କରୋନା ଯୋଗୁଁ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୭୧୯ କୁ ବୃଦ୍ଧି ପାଇଛି । ଅନୁଗୁଳ-୫, କଳାହାଣ୍ଡି-୪, ଝାରସୁଗୁଡା-୩ ଖୋର୍ଦ୍ଧା-୩, ନବରଙ୍ଗପୁର-୩, ସୁନ୍ଦରଗଡ-୩, କଟକ-୪, କେନ୍ଦ୍ରାପଡା-୨, ନୂଆପଡା-୨, ରାୟଗଡା-୨, ସୁବର୍ଣ୍ଣପୁର-୨, ବଲାଙ୍ଗିର-୧,ଗଜପତି-୧, ଗଞ୍ଜାମ-୧ ଓ କୋରାପୁଟ-୧ ଜଣ ଜିଲ୍ଲାରେ କରୋନା ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୨ ହଜାର ୭୯୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୮,୭୩୫ ମଧ୍ୟରୁ କ୍ୱାରେଂଟିନରୁ ୪୮୯୨ ଲୋକାଲ କେସରୁ ୩୮୪୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୨୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୧୭୭ , କଟକ-୬୭୩, ଅନୁଗୁଳ-୪୫୬, ନୂଆପଡା -୪୦, ସମ୍ବଲପୁର-୧୭୭, ଝାରସୁଗୁଡା-୧୫୭ , ପୁରୀ-୪୬୭, ବରଗଡ-୧୯୩, ନବରଙ୍ଗପୁର-୨୬୪, ବାଲେଶ୍ୱର-୫୬୬, ସୁନ୍ଦରଗଡ-୨୪୪, ସୁବର୍ଣ୍ଣପୁର-୧୫୬ , ବଲାଙ୍ଗିର-୪୯ , ଷ୍ଟେଟପୁଲ-୨୨୦, ଗଞ୍ଜାମ-୧୫୬, ମୟୂରଭଞ୍ଜ-୩୪୨, କେନ୍ଦୁଝର-୧୭୯, କୋରାପୁଟ-୨୫୫, ଭଦ୍ରକ-୧୪୭, ଯାଜପୁର-୫୦୭, ନୟାଗଡ-୨୮୫ , ରାୟଗଡା-୯୦, ୫୩୨, ଜଗତସିଂହପୁର-୩୮୨, ଗଜପତି-୮୦, କେନ୍ଦ୍ରାପଡା-୩୮୭, ବୌଦ୍ଧ-୧୩୭, କନ୍ଧମାଳ-୬୫, ଢେଙ୍କାନାଳ-୫୦୩, ଓ ମାଲକାନଗିରି-୯୬ ଓ ଦେବଗଡ-୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୮୯ ହଜାର ୯୫୬ ଜଣ ଉପରେ ରହିଛି ।