ଏପ୍ରିଲ ୧୫ ଯାଏଁ କଂଗ୍ରେସ ସଭ୍ୟ ସଂଗ୍ରହ

ଏପ୍ରିଲ ୧୫ ଯାଏଁ କଂଗ୍ରେସ ସଭ୍ୟ ସଂଗ୍ରହ

ଏପ୍ରିଲ ୧୫ ଯାଏଁ କଂଗ୍ରେସ ସଭ୍ୟ ସଂଗ୍ରହ

ଭୁବନେଶ୍ୱର: କଂଗ୍ରେସ ସଦସ୍ୟ ସଂଗ୍ରହ ଅଭିଯାନର ଶେଷ ତାରିଖ ମାର୍ଚ୍ଚ ୩୧ ପରିବର୍ତେ ଅପ୍ରେଲ ୧୫କୁଏପ୍ରିଲ ୧୫ ଯାଏଁ ବୃଦ୍ଧି କରାଗଲା । ଏହି ସମୟ ଭିତରେ ସମସ୍ତ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ ତଥା ବ୍ୟାପକ କରିବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଯେଉଁମାନେ ସଭ୍ୟ ସଂଗ୍ରହ ଅଭିଯାନର ବହି ନେଇଛନ୍ତି, ସେମାନେ ନିଜ ଅଂଚଳରେ ବୁଥ ସ୍ତରରୁ ନିର୍ଭୁଲ ଭାବରେ ସଭ୍ୟ ସଂଗ୍ରହ କରି ଏ ସମସ୍ତ ବହିକୁ ଏପ୍ରିଲ ୧୫ ସୁଦ୍ଧା କଂଗ୍ରେସ ଭବନରେ ଦାଖଲ କରିବାପାଇଁ ସେ ସ୍ପଷ୍ଟ ଭାବରେ କହିଛନ୍ତି । ଏହି ସମୟ ଭିତରେ ଯେଉଁମାନେ ସଭ୍ୟ ସଂଗ୍ରହ ଅଭିଯାନ ବହି ନେଇ ନାହାନ୍ତି, ସେମାନେ ଏ ବହି ମଧ୍ୟ ନେଇ ପାରିବେ ।