ଇଞ୍ଜିନିୟର ବୋହୁ ମଦ ବେପାରୀ!

ଇଞ୍ଜିନିୟର ବୋହୁ ମଦ ବେପାରୀ!

ଇଞ୍ଜିନିୟର ବୋହୁ ମଦ ବେପାରୀ!
ଭୁବନେଶ୍ୱର:ଭଦ୍ରକ ଗ୍ରାମାଂଚଳ ଥାନା ଘୁଷୁରୀପୋଖରୀ ଗାଁରେ ମଦ ଭାଟି ଠାବ ହୋଇଛି । ମଦ ଭାଟିକୁ ଶାଶୁ ବୋହୁ ମିଶିକି ଚଲାଉଥିଲେ । ଶାଶୁ ବୋହୁକୁ ପୋଲିସ ଗିରଫ କରିଛି । ଗିରଫ ବୋହୁ ଜଣେ ସିଭିଲ ଇଂଞ୍ଜିନିୟର ହୋଇଥିବା ସୂଚନା ମିଳିଛି । ୧ ହଜାର ଲିଟର ଦେଶୀ ମଦ ଓ ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ମଦ ପ୍ରସ୍ତୁତ ସାମଗ୍ରୀ, କାର୍ , ଓ ବାଇକ ମଧ୍ୟ ପୋଲିସ ଜବତ କରିଛି ।