ଆଗାମୀ ୨ ଦିନ ଘନ କୁହୁଡି

ଆଗାମୀ ୨ ଦିନ ଘନ କୁହୁଡି

ଆଗାମୀ ୨ ଦିନ ଘନ କୁହୁଡି
ଭୁବନେଶ୍ୱର:ଆସନ୍ତା ୨ ଦିନରେ ଘନ କୁହୁଡି ନେଇ ସତର୍କ ସୂଚନା ଏସଆରସି ଜାରି କରିଛନ୍ତି । ଓଡିଶା ବିଭିନ୍ନ ସ୍ଥାନରେ ଘନ କୁହୁଡି ଲାଗି ରହିବ । ୯ରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଓ ଭଦ୍ରକ ପାଇଁ ସର୍ତକତା ଜାରି କରାଯାଇଛି । ସେହିପରି ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ, ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ସର୍ତକ ଜାରି କରାଯାଇଛି । ପୋଲିସ ଓ ପରିବହନ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।