ଆଇପିଏଲ ସ୍ପନସରସିପ୍ ହାସଲ କଲା ଡ୍ରିମ୍ ୧୧

ଆଇପିଏଲ ସ୍ପନସରସିପ୍ ହାସଲ କଲା ଡ୍ରିମ୍ ୧୧

ଆଇପିଏଲ ସ୍ପନସରସିପ୍ ହାସଲ କଲା ଡ୍ରିମ୍ ୧୧
ମୁମ୍ବାଇ : ଆଇପିଏଲ ସ୍ପନସରସିପ୍ ହାସଲ କଲା ଡ୍ରିମ୍ -୧୧ । ଏହି ଦୌଡରେ ରହିଥିବା ଅନ୍ୟ କମ୍ପାନୀଙ୍କୁ ପଛରେ ପକାଇ ଡ୍ରିମ ୧୧ ଏହି ସ୍ପନସରସିପ୍ ହାସଲ କରିବାରେ ସକ୍ଷମ ହୋଇଛି । ୨୨୨ କୋଟି ଟଙ୍କା ବିନିମୟରେ ଡ୍ରିମ୍ ୧୧ ଏହି ସ୍ପନସରସିପ୍ ହାସଲ କରିଛି । ଆଇପିଏଲ୍ କମିଟିର ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ସ୍ପନସରସିପ୍ ହାସଲ ପରେ ଆଇପିଏଲ୍ ୨୦୨୦ର ସ୍ପନସର ସିପ୍ ବା ଟାଇଟଲରେ ଡ୍ରିମ୍ ୧୧ର ନାମ ବ୍ୟବହୃତ ହେବ ।