ଆଇଏଏସସ୍ତରରେ ଅଦଳବଦଳ

ଆଇଏଏସସ୍ତରରେ ଅଦଳବଦଳ

ଆଇଏଏସସ୍ତରରେ ଅଦଳବଦଳ
ଭୁବନେଶ୍ୱର - ଶୁକ୍ରବାର ଆଇଏଏସସ୍ତରରେ ଅଦଳବଦଳ କରାଯାଇଛି । ତେବେ ଏହି ଅଦଳବଦଳ ପରେ କାହାକୁ କେଉଁ ପଦରେ ଅବସ୍ଥାପିତ କରାଯାଇଛି ଆସନ୍ତୁ ଜାଣିବା- ୧- ନିରଞ୍ଜନ ସାହୁ-ଉତ୍ତରାଞ୍ଚଳ ଆରଡିସି ୨- ପ୍ରଶାନ୍ତ ସେନାପତି-ନିଦେ୍ର୍ଧଶକ, ଓବିସି, ଏସସି/ଏସଟି ୩- ସୁଶାନ୍ତ ମହାପାତ୍ର- ଡାଇରେକ୍ଟର ଇଷ୍ଟେଟସ ୪- ଭି. ଜୟକୁମାର-ଆୟୁଷ ବିଭାଗ ନିଦେ୍ର୍ଧଶକ ୫-ଏନ.ତିରୁମାଲା ନାଏକ- ଶ୍ରମ କମିଶନର ୬-ଅବୋଲି ସୁନୀଲ ନରଭାଣେ- ରାଉରକେଲା ଏଡିଏମ ଓ ଆରଡିଏ ଭିସି ପ୍ରକାଶ ଯେ, ନିରଞ୍ଜନ ସାହୁ ୨୦୦୪ ବ୍ୟାଚର ଆଇଏଏସ ଅଫିସର ହୋଇଥିବାବେଳେ ପ୍ରଶାନ୍ତ ସେନାପତି ୨୦୦୪, ସୁଶାନ୍ତ ମହାପାତ୍ର ୨୦୦୭, ଭି. ଜୟକୁମାର ୨୦୦୯, ଏନ.ତିରୁମାଲା ନାଏକ ୨୦୦୯ ଓ ଅବୋଲି ସୁନୀଲ ନରଭାଣେ ୨୦୧୫ ବ୍ୟାଚର ଆଇଏଏସ ଅଫିସର ବୋଲି ଜଣାପଡ଼ିଛି ।