ଅପରିଣାମଦର୍ଶୀ ନିଷ୍ପତି : ଅପରାଜିତା

ଅପରିଣାମଦର୍ଶୀ ନିଷ୍ପତି : ଅପରାଜିତା

ଅପରିଣାମଦର୍ଶୀ ନିଷ୍ପତି : ଅପରାଜିତା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଉପôାଦନକାରୀଙ୍କ ଅନାଦର ପ୍ରସଙ୍ଗ । ଏହା ସରକାରଙ୍କ ଅପରିକ୍ୱ ନିଷ୍ପତି ବୋଲି କହିଲେ ଭୁବନେଶ୍ୱର ସାଂସଦ ଅପରାଜିତା ମହାନ୍ତି । ସେ କହିଛନ୍ତି, ଟେଣ୍ଡର ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରିବା ଉଚିତ ଥିଲା । କୌଣସି ବିଡର ଯୋଗନଦେବା ରାଜ୍ୟ ସରକାରଙ୍କ ଅପାରଗତାର ପ୍ରମାଣ ମିଳୁଛି । ରାଜ୍ୟ ସରକାର ଏବେ ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଆମ ପାଇଁ ସମସ୍ତଙ୍କ ଜୀବନ ମୂଲ୍ୟବାନ ବୋଲି ସାଂସଦ କହିଛନ୍ତି । କେନ୍ଦ୍ର କଣ ନିଷ୍ପତି ନେବ, ଅପେକ୍ଷା କରିବାକୁ ପଡିବ ।