ଅନଲାଇନ୍ ପରୀକ୍ଷା ଦାବିରେ ଧାରଣା

ଅନଲାଇନ୍ ପରୀକ୍ଷା ଦାବିରେ ଧାରଣା

ଅନଲାଇନ୍ ପରୀକ୍ଷା ଦାବିରେ ଧାରଣା
ଭୁବନେଶ୍ୱର: ଅନଲାଇନ ପରୀକ୍ଷା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ କରିଛନ୍ତି । ଭୁବନେଶ୍ୱର ବିଜେବି କଲେଜ ଆଗରେ ଛାତ୍ରଛାତ୍ରୀ ମାନେ ଆନେ୍ଦାଳନ କରୁଛନ୍ତି । ଅନଲାଇନ୍ ପରୀକ୍ଷା ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଓୟୁଏଟି କଲେଜ ଛାତ୍ରଛାତ୍ରୀ ବି ଧାରଣା ଦେଇଛନ୍ତି । ରାଉଲକେଲା ଓ ଖଲ୍ଲିକୋଟରେ ବି ଅନଲାଇନ୍ ପରୀକ୍ଷା ଦାବିରେ ଧାରଣା ଦେଇଛନ୍ତି । କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଅନଲାଇନ୍ ପରୀକ୍ଷା କରିବା ପାଇଁ ଦାବି କରାଯାଉଛି ।