ଏସଟିଏଫ୍କ ବ୍ଜାରେ ବାଘ ଛାଲ ବେପାରୀ

ଏସଟିଏଫ୍କ ବ୍ଜାରେ ବାଘ ଛାଲ ବେପାରୀ

ଭୁବନେଶ୍ଵର : ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ। ଏସଟିଏଫ୍ କବ୍ଜାରେ ବାଘ ଛାଲ ବେପାରୀ। ୩୨୬ ନଂ ଜାତୀୟ ରାଜପଥ ରାୟଗଡା ଶିରିଗୁଡା ସ୍ଵର୍ଗଧାମ ଛକ ନିକଟରୁ ୩ଟି କଲରା ପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ୍। ଏହା ସହ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରାୟଗଡ଼ା ଟିକିରି ଥାନା ଅଞ୍ଚଳର ଡମ୍ବରୁଧର ମାଝୀ। ଅଭିଯୁକ୍ତକୁ ଗିରଫ ପରେ ରାୟଗଡା ଝଊଔଗ କୋର୍ଟରେ ହାଜର କରାଯାଇଛି। ଛାଲର ଜୈବିକ ପରୀକ୍ଷା ପାଇଁ ଡେରାଡୁନକୁ ପଠାଯାଇଛି।