ଭୁବନେଶ୍ବର ରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ

ଭୁବନେଶ୍ବର ରେ ପହଁଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ

ଭୁବନେଶ୍ବର : ମଣିପୁର ର  କେନ୍ଦ୍ରୀୟ  କୃଷି  ବିଶ୍ୱବିଦ୍ୟାଳୟ ରେ  ପଢୁଥିବା  ଦଶ  ଜଣ  ଓଡିଆ  ଛାତ୍ରଛାତ୍ରୀମାନେ  ଆଜି  ସୁରକ୍ଷିତ  ଭାବରେ  ଭୁବନେଶ୍ବର ରେ  ପହଞ୍ଚିଛନ୍ତି   ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ ଙ୍କ  ନିର୍ଦ୍ଦେଶ କ୍ରମେ  ଓଡିଶା   ପରିବାର  ପକ୍ଷରୁ  ଜାତିଗତ  ହିଂସା ରେ   କ୍ଷତିଗ୍ରସ୍ତ  ମଣିପୁର ରେ  ପାଠ  ପଢୁଥିବା  ଓଡ଼ିଆ  ଛାତ୍ରଛାତ୍ରୀମାନ ଙ୍କୁ  ଓଡିଶା  ଆଣିବାକୁ  ଉଦ୍ୟମ  ଆରମ୍ଭ  ହୋଇଥିଲା  ଗତ କାଲି  ରାତିରେ  ସେମାନଂକୁ  କୋଲକାତା  ଅଣାଯାଇଥିଲା   ା

ଆଜି  ପୂର୍ବାହ୍ନରେ  ସେମାନେ  ଆସି  ଭୁବନେଶ୍ବର ରେ  ପହଞ୍ଚିଥିଲେ  . ବିମାନବନ୍ଦର ରେ  ଓଡିଶା  ପରିବାର  ପକ୍ଷ୍ୟରୁ  ଛାତ୍ରଛାତ୍ରୀମା ନଙ୍କୁ  ସ୍ଵାଗତ  କରାଯାଇଥିଲା  .ପରେ  ସେମାନେ  ନବୀନ  ନିବାସ  ଯାଇ  ମୁଖମନ୍ତ୍ରୀ  ଶ୍ରୀ ନବୀନ  ପଟନାୟକ ଙ୍କୁ  ଭେଟିଥିଲେ  ା

ସୁରକ୍ଷିତ  ଭାବରେ  ସେମାନଂକୁ  ଭୁବନେଶ୍ବର  ଫେରାଇଆଣି ଥିବାରୁ   ସେମାନେ  ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ  ଜଣାଇଥିଲେ  ାମୁଖ୍ୟମନ୍ତ୍ରୀ  ସେମାନଙ୍କୁ  ସେମାନଙ୍କ  ପାଠ ପଢା  ବିଷୟରେ  ପଚାରି  ବୁଝିବା  ସହ  ଖୂବ୍  ଶୀଘ୍ର  ମଣିପୁର ରେ  ସ୍ୱାଭାବିକ  ଅବସ୍ଥା  ଫେରି  ଆସିବ  ବୋଲି  ଆଶା ବ୍ୟକ୍ତ  କରିଥିଲେ  .
ପିଲାମାନଙ୍କୁ  ହକି  jersey  ଦେଇ  ମୁଖ୍ୟମନ୍ତ୍ରୀ  ସେମାନଙ୍କୁ  ସ୍ଵାଗତ  କରିଥିଲେ  ା