କିଛି ସମୟର ଅପେକ୍ଷା; ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
କଟକ: ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦିନ ୧୦ଟାରେ କଟକ ବଜ୍ରକବାଟି ରୋଡ୍ସ୍ଥିତ ବୋର୍ଡର ମୁଖ୍ୟ କାର୍ୟ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ । ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ପରୀକ୍ଷାଫଳ ମଧ୍ୟାହ୍ନ ୧୨ ଟାରେ ବୋର୍ଡ ୱେବ୍ସାଇଟରେ ଉପଲବ୍ଧ ହେବ ।
ପରୀକ୍ଷାର୍ଥୀମାନେ www.bseodisha.ac.in ରୁ ପରୀକ୍ଷାଫଳ ଡାଉନ୍ଲୋଡ୍ କରିପାରିବେ । ମୋବାଇଲ୍ ଏସ୍ଏମ୍ଏସ୍ ଦ୍ୱାରା ମଧ୍ୟ ପରୀକ୍ଷାଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10




admin 