ସ୍କିନ୍ ଗ୍ଲୋ କରିବ ଟମାଟୋ
ଟମାଟୋ କେବଳ ଖାଦ୍ୟର ସ୍ୱାଦ ବଢ଼ାଇଥାଏ ତାହା ନୁହେଁ, ସ୍କିନ୍ ଗ୍ଲୋ କରିଥାଏ । ତ୍ୱଚାର ଶୁଷ୍କତା ଓ ଚିହ୍ନକୁ ଏହା ଦୂର କରିଥାଏ । ସେହିପରି ସ୍କ୍ରିନ୍ ଟାଇଟ ରଖିବା ସହ ଗ୍ଲୋନେସ ବଢ଼ାଇଥାଏ ।
ଏଥିପାଇଁ, ଗୋଟିଏ ଲାଲ ଟମାଟୋ ନେଇ ଗ୍ରାଇଣ୍ଡି କରି ପ୍ୟୁରି ପ୍ରସ୍ତୁତ କରନ୍ତୁ । ସେଥିରେ ଅଳ୍ପ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁ ଓ ବେକରେ ଲଗାନ୍ତୁ । ୨୦ ମିନିଟ ପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଲାଲ ଟମାଟୋକୁ ଦୁଇ ଫାଳ କରି ଗୋଟିଏ ଫାଳ ଉପରେ କଫି ଓ ଚିନି ପକାଇ ମୁହଁରେ ହାଲକା ଘଷନ୍ତୁ । ଚିନି ଦାନା ତ୍ୱଚାରେ ବାଜିବା ଦ୍ୱାରା ଡେଡ ସେଲ, ଟୋନିଂ ଓ କଳାପଣ ଦୂର ହୋଇଯିବ ।




admin 