ଝାରସୁଗୁଡ଼ା-ରାଉଣ୍ଡ ୧୨: ବିଜେଡି-୭୧୧୨୧, ବିଜେପି-୩୯୬୩୬, କଂଗ୍ରେସ-୩୪୬୯

ଝାରସୁଗୁଡ଼ା-ରାଉଣ୍ଡ ୧୨: ବିଜେଡି-୭୧୧୨୧, ବିଜେପି-୩୯୬୩୬, କଂଗ୍ରେସ-୩୪୬୯

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍‌ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି ।  କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍‌ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି ।   ତେବେ  ରାଉଣ୍ଡ-୧୧ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୭୧୧୨୧ଟି ଭୋଟ ମିଳିଥିବାବେଳେ ବିଜେପିକୁ ୩୯୬୩୬  ଓ କଂଗ୍ରେସକୁ ମାତ୍ର ୩୪୬୯ଟି ଭୋଟ ମିଳିଛି ।

 ରାଉଣ୍ଡ -୧୧ ଭୋଟ ଗଣତି ସୁଦ୍ଧା ୬୩୫୫୮, ବିଜେପିକୁ ୩୫୩୮୮  ଓ କଂଗ୍ରେସକୁ ମାତ୍ର ୩୨୦୮ଟି ଭୋଟ ମିଳିଥିଲା ।