ଓଡ଼ିଶାରେ ସରକାର କରିବୁ : ତୋମାର

ଓଡ଼ିଶାରେ ସରକାର କରିବୁ : ତୋମାର

  ଓଡ଼ିଶାରେ  ସରକାର କରିବୁ : ତୋମାର
ଭୁବନେଶ୍ୱର: ୫୦ ବର୍ଷର କଂଗ୍ରେସ ଶାସନକୁ ହଟେଇଛୁ । ଓଡ଼ିଶାରେ ବି ସରକାର କରିବୁ । ବୁଧବାର ଓଡ଼ିଶା ବିଜେପିର ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବେଙ୍ଗଲ ଭଳି ଓଡ଼ିଶାରେ ବି ହିଂସା ହେଉଛି । ତେବେ ଲୋକତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆସନ୍ତା ନିର୍ବାଚନରେ ଆମେ ୫୧ ପ୍ରତିଶତ ଭୋଟ ସହ କ୍ଷମତାକୁ ଆସିବେ । ୫୦ ବର୍ଷର କଂଗ୍ରେସ ଶାସନକୁ ହଟେଇଛୁ । ଓଡ଼ିଶାରେ ବି ସରକାର କରିବୁ । ଏଥିସହ ବୁଥସ୍ତରରେ ସଂଗଠନକୁ ମଜବୁତ କରାଯାଉଛି ବୋଲି ବିଜେପିର ସହପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ।