କୋଭିଡ ହସ୍ପିଟାଲରେ ୪୭୯ କୋଟି ଖର୍ଚ୍ଚ ହୋଇଛି

କୋଭିଡ ହସ୍ପିଟାଲରେ ୪୭୯ କୋଟି ଖର୍ଚ୍ଚ ହୋଇଛି

 କୋଭିଡ ହସ୍ପିଟାଲରେ ୪୭୯ କୋଟି ଖର୍ଚ୍ଚ ହୋଇଛି
ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଖର୍ଚ୍ଚ ହୋଇଛି ୪୭୯ କୋଟି ୯୦ ଲକ୍ଷ ଟଙ୍କା । ୪୭୯ କୋଟି ଖର୍ଚ୍ଚ ଦର୍ଶାଇଥିବା ବେଳେ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ । ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ୫୯ କୋଟି ୪୧ ଲକ୍ଷ । ପାଇଛି ୩୮ କୋଟି । ୨ୟ ସର୍ବାଧିକ ସମ୍ ହୋଇଥିବାବେଳେ ଖର୍ଚ୍ଚ ଦର୍ଶାଇଛି ୫୮ କୋଟି ୫୯ ଲକ୍ଷ । ପାଇଛି ୨୮ କୋଟି । ସେହିପରି ହାଇଟେକ ୩୩ କୋଟି ୩୮ ଲକ୍ଷ । ପାଇଛି ୧୯ କୋଟି ୧୦ ଲକ୍ଷ । କଟକ ଅଶ୍ୱିନୀ ୩୨ କୋଟି ୩୫ ଲକ୍ଷ । ପାଇଛି୨୭ କୋଟି ୬୬ ଲକ୍ଷ । ସନ୍ ୭ କୋଟି ୩୦ ଲକ୍ଷ । ପାଇଛି ୭ କୋଟି ୧୯ ଲକ୍ଷ । କଟକ ସଦ୍ଗୁରୁ ହସ୍ପିଟାଲ ଖର୍ଚ୍ଚ ଦର୍ଶାଇଛି ୭ କୋଟି ୫୪ ଲକ୍ଷ ଓ ସବୁ ଟଙ୍କା ପାଇଛି ।