୨ ଦିନିଆ ବଲାଙ୍ଗିର ବନ୍ଦ

୨ ଦିନିଆ ବଲାଙ୍ଗିର ବନ୍ଦ

୨ ଦିନିଆ ବଲାଙ୍ଗିର ବନ୍ଦ
ବଲାଙ୍ଗିର: ୩ ଦଫା ଦାବିରେଆଜି ଓ କାଲି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ସବୁ ସରକାରୀ ଅଫିସ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିଛି । ସବୁ ଦୋକାନ ବଜାର ବନ୍ଦ ରହିଛି । ଗାଡି ମଟର ଯିବା ଆସିବା ବନ୍ଦ ରହିଛି । ବସ ଚାଲୁ ନଥିବାରୁ ଯାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି । ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗିରରେ ହାଇକୋର୍ଟ ବେଂଚର ପୁନଃପ୍ରତିଷ୍ଠା ଦାବି କରାଯାଇଛି ।