୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ

୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ

୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ଆଜି ରାଜ୍ୟରେ ଟିକେ କମିଛି କରୋନା ସଂକ୍ରମଣ ।  ଗତ କିଛି ଦିନ ଧରି ଦୈନିକ ରାଜ୍ୟରେ ୧୦ ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ  ୯ହଜାର ୮୩୩କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୬୯୯ଜଣ ରହିଥିବାବେଳେ  ୪୧୩୪ ସ୍ଥାନୀୟ ସଂକ୍ରମଣ ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୯୭୨ଜଣ ଛୁଆ ଅଛନ୍ତି, ଯାହା ଚିନ୍ତାର କାରଣ ପାଲଟିଛି ।

ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୮୭ହଜାର ୨୯୫କୁ ବୃଦ୍ଧି ପାଇଛି ।