ହ୍ରାସ ପାଇଲା ସିଲାବସ୍‌

ହ୍ରାସ ପାଇଲା ସିଲାବସ୍‌

ହ୍ରାସ ପାଇଲା ସିଲାବସ୍‌
କରୋନା ପାଇଁ ଚଳିତ ବର୍ଷ ୩୦ ପ୍ରତିଶତ ସିଲାବସ୍‌ ହ୍ରାସ ହୋଇଥିବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ୩ଟି କମିଟିର ସୁପାରିସ୍‌ ଆଧାରରେ ସିଲାବସ୍‌ କମିଛି । ସିଏଚ୍‌ଏସ୍‌ଇ, ଏସ୍‌ଇଆରଟି ଓ୍ବେବସାଇଟ୍‌ରେ ନୂଆ ସିଲାବସ୍‌ ବୋର୍ଡ ମିଳିବ । ପୂର୍ବରୁ ସିବିଏସ୍‌ଇ ସିଲାବସ୍‌ କମାଇଛି । କରୋନା ପାଇଁ ଶିକ୍ଷା ବ୍ୟବସ୍ଥାରେ ସଂକଟ ସୃଷ୍ଟି ହୋଇଛି । କରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଓ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ଅନଲାଇନ୍‌ କ୍ଲାସ୍ କରାଯାଉଛି ।