ହାଲକା ରଙ୍ଗ ଚଷମାର ଲୋକପ୍ରିୟତା ଶୀର୍ଷରେ
ହାଲକା ରଙ୍ଗ ଚଷମାର ଲୋକପ୍ରିୟତା ଶୀର୍ଷରେ
ହିନ୍ଦୀ ଚଳଚ୍ଚିତ୍ରରେ କଳା ଚଷମାକୁ ଆଧାର କରି କେତେଗୁଡିଏ ସୁପରହିଟ ଗୀତ ଅଛି । ଗୋରେ ଗୋରେ ମୁଖଡେ ପେ କାଲା ଚଷମା ତେନୁ କାଲାମ ଚଷମା ଆଦି ଗୀତଗୁଡିକର ଆଦର ସବୁ ସମୟରେ ରହିଛି । ଗୀତା ଅନୁସାରେ କିନ୍ତୁ ଲୋକଙ୍କ ପସନ୍ଦ ବଦଳିଯାଇଛି ।
ଆଗଭଳି କଳା ଚଷମା ଚାହିଦା ଆଉ ନାହିଁ । ଏବେ ହାଲକା ରଙ୍ଗ ଚଷମାର ଲୋକପ୍ରିୟତା ଶୀର୍ଷରେ । ଏହି ଚଷମାକୁ ବଜାରରେ ପଷ୍ଟେଲ ଫେସନ କୁହାଯାଉଛି । ହାଲକା ଗୋଲାପୀ, ନୀଳ ସବୁଜ, ବାଦାମୀ ରଙ୍ଗ ପ୍ରେମ ସହ କାଚ ମଧ୍ୟ ସେହି ରଙ୍ଗ ରହୁଛି । ଦେଶବିଦେଶରେ ଏହି ପାଷ୍ଟେଲ ଫେସନ ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇଛି । ଅନ୍ତର୍ଜାତୀୟ କମ୍ପାନୀ ସେଲିନ ବୁରବେରୀ ମାଇକେଲ କୋର୍ସ ଚଳିତ ବର୍ଷ ବଜାରରେ ପାଷ୍ଟେଲ ଚଷମା ପ୍ରବେଶ କରାଇଛନ୍ତି ।




admin 