ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଣ୍ଠି ଯୋଗାଣ ନିମନ୍ତେ ପଇସା ପୋର୍ଟାଲ

ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଣ୍ଠି ଯୋଗାଣ ନିମନ୍ତେ ପଇସା ପୋର୍ଟାଲ

ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଣ୍ଠି ଯୋଗାଣ ନିମନ୍ତେ ପଇସା ପୋର୍ଟାଲ
ସହରାଂଚଳରେ ଥିବା ଦେଶାନ୍ତରୀ ଶ୍ରମିକଙ୍କୁ ଏସଡ଼ିଆରଏଫ ଅର୍ଥରେ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ୨. ଏସଡ଼ିଆରଏଫ ପାଣ୍ଠିରେ ନିଜ ଅଂଶ ବାବଦକୁ କେନ୍ଦ୍ର ସରକାର ୧୧୦୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୩. ମାର୍ଚ୍ଚ ୨୮ରୁ ସହରାଂଚଳରେ ଥିବା ବାସହୀନଙ୍କୁ ୩ ଓଳି ଖାଇବାକୁ ଦିଆଯାଉଛି । ୪. ସହରାଂଚଳରେ ଏସଏଚଜିଗୁଡ଼ିକ ୩ କୋଟି ମାସ୍କ ଓ ୧.୨ ଲକ୍ଷ ଲିଟର ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ୫. ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଣ୍ଠି ଯୋଗାଣ ନିମନ୍ତେ ପଇସା ପୋର୍ଟାଲ କରାଯାଇଛି । ଗତ ଅପ୍ରେଲରେ ପାଇଲଟ ଭିତିରେ ଗୁଜୁରାଟରେ ଏହା କାର୍ଯ୍ୟକାରୀ ହୋଇଥିଲା । ମେ’ରୁ ସାରା ଦେଶରେ ଏହା ପ୍ରଚଳନ କରାଯାଇଛି । ୬. ୧୫ ମାର୍ଚ୍ଚ, ୨୦୨୦ରୁ ଏଯାବତ ମଧ୍ୟରେ ୭୨ ଶହ ନୂତନ ଏସଏଚଜି ଗଠନ କରାଯାଇଛି ।