ସମ୍ବାଦ-କନକ ସର୍ଭେ : ପଶ୍ଚିମ ଓଡ଼ିଶାରେ କାହା ପଲା ଭାରି
ସମ୍ବାଦ-କନକ ସର୍ଭେ : ପଶ୍ଚିମ ଓଡ଼ିଶାରେ କାହା ପଲା ଭାରି
admin
May 19, 2019 - 13:24
Updated: May 19, 2019 - 13:24
ଭୁବନେଶ୍ୱର : ବୁଥ ବାହୁଡ଼ା ଭୋଟରଙ୍କ ମତାମତକୁ ନେଇ ସମ୍ବାଦ ଓ କନକ ନୁ୍ୟଜ ପକ୍ଷରୁ ସର୍ଭେ କରାଯାଇଛି । କ’ଣ ରହିଛି ସର୍ଭେ ରିପୋର୍ଟ । ପଶ୍ଚିମ ଓଡ଼ିଶାରେ ଥିବା ୫ ଲୋକସଭା ଓ ୩୫ ବିଧାନସଭାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ବିଜେପି ୫ରୁ ୪ ଲୋକସଭା ଆସନ କବଜା କରିବ । କେବଳ କଳାହାଣ୍ଡିରେ କଡ଼ା ଟକ୍କର ହେଉଛି । ଯେତେବେଳେକି ବିଜେଡ଼ି ୨୧ ଆସନରେ ଜିଣିବାର ଥିବାବେଳେ ବିଜେପି ୭ରେ ଜିଣିବାର ସମ୍ଭାବନା ରହିଛି । ଅପରପକ୍ଷରେ ୭ ଆସନରେ କଡ଼ା ଟକ୍କର ହେବାକୁ ଯାଉଛି ।
ବରଗଡ଼ ଲୋକସଭା : ସୁରେଶ ପୂଜାରୀ
ବିଧାନସଭା ଆସନ
ପଦ୍ମପୁର : କଡ଼ା ଟକ୍କର
ବିଜେପୁର : ନବୀନ ପଟ୍ଟନାୟକ (ବିଜେଡ଼ି)
ବରଗଡ଼ : ଦେବେଶ ଆଚାର୍ଯ୍ୟ (ବିଜେଡ଼ି)
ଭଟଲୀ : ସୁଶାନ୍ତ ସିଂହ (ବିଜେଡ଼ି)
ବ୍ରଜରାଜନଗର : ବିଜେଡ଼ି-ବିଜେପି ଲଢେ଼ଇ
ଝାରସୁଗୁଡ଼ା : ନବ କିଶୋର ଦାସ (ବିଜେଡ଼ି)
ସୁନ୍ଦରଗଡ଼ : ଜୁଏଲ ଓରାମ
ତଳସରା : ଭବାନୀ ଭୋଇ (ବିଜେପି)
ସୁନ୍ଦରଗଡ଼ : ଯୋଗେଶ ସିଂହ (ବିଜେଡ଼ି)
ବୀରମିତ୍ରପୁର : କଡ଼ା ଟକ୍କର
ରଘୁନାଥପାଲୀ : ସୁବ୍ରତ ତରାଇ (ବିଜେଡ଼ି)
ରାଉରକେଲା : ଶାରଦା ନାୟକ (ବିଜେଡ଼ି)
ରାଜଗାଙ୍ଗପୁର : ମଙ୍ଗଳା କିଷାନ (ବିଜେଡ଼ି)
ବଣାଇ : ରଂଜିତ କିଷାନ (ବିଜେଡ଼ି)
ସମ୍ବଲପୁର ଲୋକସଭା : ନୀତେଶ ଗଙ୍ଗଦେବ
କୁଚିଣ୍ଡା : କଡ଼ା ଟକ୍କର
ରେଙ୍ଗାଲୀ : କଡ଼ା ଟକ୍କର
ସମ୍ବଲପୁର : ରାସେଶ୍ୱରୀ ପାଣିଗ୍ରାହୀ
ରେଢ଼ାଖୋଲ : ରୋହିତ ପୂଜାରୀ
ଦେବଗଡ଼ : ବିଜେପି
ଛେଣ୍ଡିପଦା : ବିଜେଡ଼ି
ଆଠମଲ୍ଲିକ : ବିଜେଡ଼ି
ବଲାଙ୍ଗୀର ଲୋକସଭା : ସଂଗୀତା ସିଂହଦେଓ
ସୋନପୁର : ନିରଞ୍ଜନ ପୂଜାରୀ
ପାଟଣାଗଡ଼ : ସରୋଜ ମେହେର
ବଲାଙ୍ଗୀର : ଅର୍କେଶ ସିଂହଦେଓ
ଟିଟିଲାଗଡ଼ :
କଂଟାମାଳ : ବିଜେଡ଼ି
କଳାହାଣ୍ଡି ଲୋକସଭା : କଡ଼ା ଟକ୍କର
ନୂଆପଡ଼ା : ବିଜେଡ଼ି
ଖରିଆର : ବିଜେପି
ଲାଞ୍ଜିଗଡ଼ : କଡ଼ା ଟକ୍କର
ଜୁନାଗଡ଼ : କଡ଼ା ଟକ୍କର
ଧର୍ମଗଡ଼ : ବିଜେଡ଼ି
ଭବାନୀପାଟଣା : କଡ଼ା ଟକ୍କର
ନର୍ଲା : ବିଜେଡ଼ି