ସିଡିଏ ସେକ୍ଟର ୯ରେ ଥିବା ଏକ ଜିମ୍ରେ ଯୁବତୀଙ୍କୁ ଦୁଷ୍କର୍ମ !
କଟକ :କଟକ ସିଡିଏ ସେକ୍ଟର ୯ରେ ଥିବା ଏକ ଜିମ୍ରେ ଜଣେ ଯୁବତୀଙ୍କୁ ଦୁଷ୍କମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏ ନେଇ ମର୍କତନଗର ଥାନାରେ ଏତଲା ଦେଇଛନ୍ତି। ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ସିସିଟିଭି ଯାଞ୍ଚ କରି ମର୍କତନଗର ପୋଲିସ ଘଟଣାର ତଦନ୍ତ କରୁଛି।




admin 