ରସିକିଆ ନକଲି ଡାକ୍ତର ମାଟ୍ରିକ୍ ଫେଲ

ରସିକିଆ ନକଲି ଡାକ୍ତର ମାଟ୍ରିକ୍ ଫେଲ

ରସିକିଆ ନକଲି ଡାକ୍ତର ମାଟ୍ରିକ୍ ଫେଲ

ଭୁବନେଶ୍ୱର: ରସିକିଆ ନକଲି ଡାକ୍ତରଙ୍କ ଆହୁରି ଖୋଲୁଛି ଗୁମର । ରସିକିଆ ନକଲି ଡାକ୍ତର ମାଟ୍ରିକ୍ ପାସ୍ କରିନଥିବା ତାଙ୍କ ସମ୍ପର୍କୀୟମାନେ କହୁଥିବା ସୂଚନା ମିଳିଛି। ୧୭ଟିବିବାହ ପରେ ପୁଣି ବାହା ହେବାକୁ ରସିକିଆ ଡାକ୍ତର ଯୋଜନା କରୁଥିବା ସୂଚନା ମିଳିଛି । ବାହାଗର ପାଇଁ ଅନେକ ମହିଳାଙ୍କ ସହ ଯୋଗଯୋଗରେ ରହିଥିଲେ।

କଟକ, ବଡମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ ୨ଟି କ୍ଲିନିକ୍ ରହିଛି । ଦୀର୍ଘ ମାସ ଧରି କର୍ମଚାରୀଙ୍କୁ ନକଲି ଡାକ୍ତର ଦରମା ଦେଇନଥିବା ଜଣାପଡିଛି । ଜଣେ ଡାକ୍ତରଙ୍କ ପୁଅକୁ ଏମବିବିଏସ୍ ସିଟ୍ ଦେବାକୁ ୬୦ହଜାର ନେଇଥିଲେ । ଭୁବନେଶ୍ୱର ପାତ୍ରପଡାରେ ଗୋଟିଏ ଘର ଠାବ ହୋଇତିବା ସୂଚନା ମିଳିଛି ।