ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୬ ଅଧିକ ଛାତ୍ରଙ୍କୁ ଫୁଡ଼୍ ପଏଜନ୍ ପରେ ମେଡିକାଲରେ ଭର୍ତ୍ତି |

ରେଭେନ୍ସା ଇଷ୍ଟ ହଷ୍ଟେଲ ରୁ 16 ରୁ ଅଧିକ ଜଣ ରୁ ଛାତ୍ର ଫୁଡ୍ ପଏଜନ ଯୋଗୁଁ ଅସୁସ୍ଥ ହୋଇ ଏସସିବି ମେଡିକାଲ ରେ ଭର୍ତ୍ତି।