ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍ ସେସନ୍ ସ୍ଥଗିତ

ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍ ସେସନ୍ ସ୍ଥଗିତ

ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍ ସେସନ୍ ସ୍ଥଗିତ
ଭୁବନେଶ୍ୱର: କରୋନା ବୃଦ୍ଧି ଯୋଗୁଁ ଜେଇଇ ମେନ୍ ମେ’ ୨୦୧୧ ସେସନ ସ୍ଥଗିତ ରହିଲା । ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍ ପରିଦର୍ଶନ ପାଇଁ ପରାମର୍ଶ ଦିଆଯାଇଛି । ଜେଇଇ ମେନ୍ ର ଅଫିସିଆଲ ୱେବସାଇଟ୍ ପରିଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି । ମେ’ ମାସରେ ହେବାକୁ ଥିବା ସେସନ ଘୁଂଚାଇ ଦିଆଯାଇଛି । କରୋନା ସଂକ୍ରମଣ ହ୍ରାସ କମିଲା ପରେ ଜେଇଇ ମେନ୍ ସେସନ ସ୍ଥଗିତ ପରୀକ୍ଷା ପୁନଃ କରାଯିବ ବୋଲି ଜଣା ପଡିଛି ।