ମୁମ୍ବାଇ ଅଣ୍ଡରୱାଲ ଡନ୍ ଛୋଟା ରାଜନର କରୋନାରେ ମୃତୁ୍ୟ

ମୁମ୍ବାଇ ଅଣ୍ଡରୱାଲ ଡନ୍ ଛୋଟା ରାଜନର କରୋନାରେ ମୃତୁ୍ୟ

ମୁମ୍ବାଇ ଅଣ୍ଡରୱାଲ ଡନ୍ ଛୋଟା ରାଜନର କରୋନାରେ  ମୃତୁ୍ୟ
ମୁମ୍ବାଇ : ମୁମ୍ବାଇ ଅଣ୍ଡରୱାଲ୍ଡ ଡନ୍ ଛୋନା ରାଜନର ମୃତୁ୍ୟ ଘଟିଛି । କରୋନା ଯୋଗୁଁ ଛୋଟା ରାଜନର ମୃତୁ୍ୟ ଘଟିଥିବା ବୋଲି ସୂଚନା ସୂଚନା ମିଳିଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ଦିଲ୍ଲୀ ତିହାଡ ଜେଲରେ ଥିବା ବେଳେ ଛୋଟା ରାଜନକୁ କରୋନା ହୋଇଥିଲା । ଅପ୍ରିଲ ମାସର ଶେଷ ସପ୍ତାହରେ କରୋନା ରିପୋର୍ଟ ପଜିଟିଭ ଆସିବାରୁ ତାକୁ ମେଡିକାଲରେ ଭର୍ତି କରାଯାଇଥିଲା । କିଛି ଦିନ ପର୍ଯ୍ୟନ୍ତ ତାର ସ୍ୱାସ୍ଥବସ୍ଥା ସ୍ଥିର ରହିଥିବା ବେଳେ ଶୁକ୍ରବାର ଦିନ ସ୍ୱାସ୍ଥ୍ୟବସ୍ଥା ପୂରା ବିଡି ଯାଇଥିବାରୁ ମୃତୁ୍ୟ ଘଟିଥିଲା । ଛୋଟା ରାଜନ ଉପରେ ଅପହରଣ ଓ ହତ୍ୟା ଆଧାରରେ ମାମଲା ଥିଲା । ୭୦ ରୁ ଅଧିକ କେସ୍ ଛୋଟା ରାଜନ ଉପରେ ଥିଲା ।