ଭୋଟ ଗଣତି ଦିନ ଏବଂ ପରେ ବିଜୟ ଶୋଭାଯାତ୍ରା ଉପରେ ନିଷେଧ

ଭୋଟ ଗଣତି ଦିନ ଏବଂ ପରେ ବିଜୟ ଶୋଭାଯାତ୍ରା ଉପରେ ନିଷେଧ

ଭୋଟ ଗଣତି ଦିନ ଏବଂ ପରେ ବିଜୟ ଶୋଭାଯାତ୍ରା ଉପରେ ନିଷେଧ
ନୂଆଦିଲ୍ଲୀ:ଦେଶରେ ମେ ୨ ତାରିଖରେ ଭୋଟ ଗଣତି ହେବ । ଦେଶର ୫ ଟି ରାଜ୍ୟ ନିର୍ବାଚନ ଫଳାଫଳ ବାହାରିବ । ଭୋଟି ଗଣତି ପରେ ବିଜୟ ଶୋଭାଯାତ୍ରା ଉପରେ କଟକଣା ଲାଗିଛି । ଦେଶରେ ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା ନିଷେଧ କରାଯାଇଛି । କୋଭିଡ୍ ସ୍ଥିତିକୁ ଦେଖି ନିର୍ବାଚନ କମିଶନ ଏହି କଡା ନିଦେ୍ର୍ଧଶ ଦେଇଛନ୍ତି । ମେ’ ୨ ତାରିଖରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ଗଣତି ଦିନ ବା ପରେ ବିଜୟ ଶୋଭାଯାତ୍ରା ଉପରେ କଟକଣା ଲାଗିଛି ।