ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ଲକ ଅଫିସର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ଲକ ଅଫିସର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ଲକ ଅଫିସର କନିଷ୍ଠ ଯନ୍ତ୍ରୀ
ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ଲକ ଅଫିସର କନିଷ୍ଠ ଯନ୍ତ୍ରୀ । ରାୟଗଡ ବ୍ଲକ ଅଫିସର କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ୱର ସେନାପତି ଭିଜିଲାନ୍ସ ଜାଲରେ ଫସିଥିବା ସୂଚନା ମିଳିଛି । ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ ହୋଇଛି । ଜଗନ୍ନାଥ ବିହାର ସ୍ଥିତ ବାସଭବନ, ବ୍ରହ୍ମପୁର ଓ ଆସିକା ଘରେ ରେଡ ହୋଇଥିବା ସୂଚନା ମିଳିଛି । ରାୟଗଡ ଅଫିସ ଓ ଗଜପତିି ଛଅମାଇଲ ଇଟାଫ୍ୟାକ୍ଟି୍ରିରେ ବି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।