ବୁଥ୍‌କୁ ଇଭିଏମ୍ ପଠାଇବାକୁ ବିରୋଧ କରୁଛନ୍ତି ନବନିର୍ମାଣ କୃଷକ ସଂଗଠନ

ବୁଥ୍‌କୁ ଇଭିଏମ୍ ପଠାଇବାକୁ ବିରୋଧ କରୁଛନ୍ତି ନବନିର୍ମାଣ କୃଷକ ସଂଗଠନ

ବୁଥ୍‌କୁ ଇଭିଏମ୍ ପଠାଇବାକୁ ବିରୋଧ କରୁଛନ୍ତି ନବନିର୍ମାଣ କୃଷକ ସଂଗଠନ
ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମାଣ କୃଷକ ସଂଗଠନର ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଉଛି । ଶହଶହ ଚାଷୀ ପୋଲିଂ ବୁଥକୁ ଇଭିଏମ ପଠାଇବାକୁ ବିରୋଧ କରୁଛନ୍ତି । ନବନିର୍ମାଣ କୃଷକ ସଂଗଠନର ପକ୍ଷରୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀ ନେଇ ଦୀର୍ଘ ଦିନରୁ ଚାଲିଥିବା ଅନ୍ଦୋଳନ ଥମିନାହିଁ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମାଣ କୃଷକ ସଂଗଠନର ପକ୍ଷରୁ ଶହଶହ ଚାଷୀ ପୋଲିଂ ବୁଥକୁ ଇଭିଏମ ପଠାଇବାକୁ ବିରୋଧ କରୁଛନ୍ତି ।