ବିଦୁ୍ୟତ ଆଘାତରେ ଯବାନ ମୃତ

ବିଦୁ୍ୟତ ଆଘାତରେ ଯବାନ ମୃତ

ବିଦୁ୍ୟତ ଆଘାତରେ ଯବାନ ମୃତ
ମାଲକାନଗିରି: ବିଦୁ୍ୟତ ଆଘାତରେ ଜଣେ ଯବାନଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ୧୧ କେଭି ବିଦୁ୍ୟତ ସଂସ୍ପର୍ଶରେ ଆସି ଯବାନଙ୍କ ମୃତୁ୍ୟ ହୋଇଛି । ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନାଏକଗୁଡ଼ା ଆଇଆରବି କ୍ୟାମ୍ପ ନିକଟରେ ଏହି ଅଘଟଣା ଘଟିଛି । କ୍ୟାମ୍ପ ପାଖ ଏକ ଗଛରେ ଲାଇଟ ଲଗାଇବାବେଳେ କରେଣ୍ଟ ମାରିଥିଲା ।