ବାପା ମୃତ, ମା ଓ ୨ ପୁଅ ଗୁରୁତର

ବାପା ମୃତ, ମା ଓ ୨ ପୁଅ ଗୁରୁତର

ବାପା ମୃତ, ମା ଓ ୨ ପୁଅ ଗୁରୁତର
ବ୍ରହ୍ମପୁର : ଆଜି ଦିଗପହଣ୍ଡି-ଆସିକା ରାସ୍ତାର ଜଗନ୍ନାଥପୁର ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକରେ ସପରିବାର ଯାଉଥିବା ଥିବାବେଳେ ଏକ ବୋଲେରୋ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପାଙ୍କର ମୃତୁ୍ୟ ହୋଇ ଯାଇଥିବାବେଳେ ମା ସହିତ ୨ ପୁଅ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିବା ସହ ବୋଲେରୋ ଗାଡିର ଡ୍ରାଇଭରକୁ ଅଟକ ରଖିଛି ।