ଫଣ୍ଡିଂ ବନ୍ଦ ହେଲେ ଆତଙ୍କବାଦ କମିବ- NIA ଡିଜି

ଫଣ୍ଡିଂ ବନ୍ଦ ହେଲେ ଆତଙ୍କବାଦ କମିବ- NIA ଡିଜି

ଫଣ୍ଡିଂ ବନ୍ଦ ହେଲେ ଆତଙ୍କବାଦ କମିବ- NIA ଡିଜି
ଭୁବନେଶ୍ୱର:ଆତଙ୍କବାଦ ଦମନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ NIA ଡିଜି ଯୋଗ ଦେଇଛନ୍ତି । ଆତଙ୍କବାଦ ଦମନ ନେଇ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ପ୍ରତିକି୍ରୟା ଦେଇଛନ୍ତି, ‘ଆତଙ୍କବାଦୀଙ୍କୁ ମିଳିଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ’ । ନକ୍ସଲଙ୍କୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରାଯିବା ଆବଶ୍ୟକ ରହିଛି । ଆତଙ୍କବାଦ ନିରୋଧ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବା ଦରକାର ବୋଲି ଏନଆଇଏ ଡିଜି କହିଛନ୍ତି । ବିଭିନ୍ନ ରାଜ୍ୟର ଆତଙ୍କୀ ମାମଲା ଏନଆଇଏକୁ ହସ୍ତାନ୍ତର ଉପରେ ଡିଜି ଗୁରୁତ୍ୱ ଦେଇଛନ୍ତି । ଓଡିଶା ପୋଲିସ ଅଧିକାରୀଙ୍କୁ ଏନଆଇଏକୁ ଡେପୁଟେସନରେ ପଠାଇବାକୁ ପରାମର୍ଶ ଦେଇଛନ୍ତି ।