ପୁଣି ଛାଡାବାନ୍ତିରେ ଗଲା ଜଣଙ୍କ ଜୀବନ

ପୁଣି ଛାଡାବାନ୍ତିରେ ଗଲା ଜଣଙ୍କ ଜୀବନ

ପୁଣି ଛାଡାବାନ୍ତିରେ ଗଲା ଜଣଙ୍କ ଜୀବନ
ସୁବର୍ଣ୍ଣପୁର:ତରଭା ରାଣୀଶରଡା ପଂଚାୟତ ଅର୍ଦ୍ଧା ଗାଁରେ ଛାଡାବାନ୍ତି ଲାଗି ରହିଛି । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣଙ୍କ ମୃତୁ୍ୟ ଘଟିଛି । ଝାଡାବାନ୍ତିରେ ପୂର୍ବରୁ ଜଣଙ୍କ ମୃତୁ୍ୟ ହୋଇଥିଲା । ବର୍ତମାନ ଗାଁ ସାରା ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ୩୫ ଜଣ ଆକ୍ରାନ୍ତ ହୋଇଥିଲେ ।