ପାଣିରେ ବୁଡି ପ୍ରାଣ ହରାଇଲେ ଏହି ଦୁଇ ଛାତ୍ରୀ ।

ପାଣିରେ ବୁଡି ପ୍ରାଣ ହରାଇଲେ ଏହି ଦୁଇ ଛାତ୍ରୀ ।

ପାଣିରେ ବୁଡି ପ୍ରାଣ ହରାଇଲେ ଏହି ଦୁଇ ଛାତ୍ରୀ ।
କଟକ ଜିଲ୍ଲା ନରସିଂହପୁର ନୂଆଗଡ ପଂଚାୟତ ଭୁସ୍କା ଗାଁରେ ଘଟିଯାଇଛି ଦୁଃଖଦ ଘଟଣା । ପାଣିରେ ବୁଡି ପ୍ରାଣ ହରାଇଛନ୍ତି ଦୁଇ ଛାତ୍ରୀ । ଗାଁ ପୋଖରୀକୁ ଗାଧେଇବାକୁ ଯାଇ ବୁଡିଯାଇଥିଲେ ଦୁଇ ଛାତ୍ରୀ । ମୃତ ଛତ୍ରୀ ଦୁଇଜଣ ଚତୁର୍ଥ ଶ୍ରେଣୀର ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ । ଉକ୍ତ ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।