ଧାମନଗର ଉପନିର୍ବାଚନ : ୧୦ମ ରାଉଣ୍ଡରେ ବିଜେଡି ଆଗୁଆ
ଧାମନଗର ଉପନିର୍ବାଚନ : ୧୦ମ ରାଉଣ୍ଡରେ ବିଜେଡି ଆଗୁଆ

ଭଦ୍ରକ: ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ରାଉଣ୍ଡ ଗଣତି ପରେ ଏବେ ଦଶମ ରାଉଣ୍ଡର ଫଳାଫଳ ସାମନାକୁ ଆସିଛି । ତେବେ ଗଣତି ଯେତେ ଆଗକୁ ବଢୁଛି ବିଜେଡି ଶିବିର ଖାଁ ଖାଁ ହେଉଥିବାବେଳେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳୁଛି । କାରଣ ବିଜେପିର ଭୋଟ ଧୀରେ ଧୀରେ ବଢିବାରେ ଲାଗିଛି ।
ତେବେ ଦଶମ ରାଉଣ୍ଡ ଭୋଟ ଗଣତି ପରେ କାହାକୁ କେତେ ଭୋଟ ମିଳିଛି, ଆସନ୍ତୁ ଜାଣିବା
ବିଜେଡି(ଅବନ୍ତୀ ଦାସ):୪୬୫୨ .... ମୋଟ ଭୋଟ ୪୦୪୭୬
କଂଗ୍ରେସ(ବାବା ହରେକୃଷ୍ଣ ସେଠୀ):୩୩୯...ମୋଟ ଭୋଟ ୧୮୯୫
ବିଜେପି(ସୂରଜ ସୂର୍ଯ୍ୟବଂଶୀ ):୪୨୩୨...ମୋଟ ଭୋଟ ୪୫୩୨୧
ସ୍ୱାଧୀନ(ପବିତ୍ର ମୋହନ ଦାସ):୩୧....ମୋଟ ଭୋଟ ୨୮୧
ସ୍ୱାଧୀନ(ରାଜେନ୍ଦ୍ର ଦାସ):୩୯୦ ....ମୋଟ ଭୋଟ ୫୯୪୭
ନୋଟା: ୫୨...ମୋଟ ଭୋଟ ୩୮୯
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ୪୭୪୯ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ୩୯୮୦ଟି ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୧୬୨ଟି ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୪୦୨ଟି ଭୋଟ ମିଳିଥିଲା ।
ସେହିପରି ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୩୩୭୮, ବିଜେପିକୁ ୩୯୮୮, କଂଗ୍ରେସକୁ ୧୫୧, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୩୫୦୧, ବିଜେପିକୁ ୪୧୫୫, କଂଗ୍ରେସକୁ ୧୧୪, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୪୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୬୧, ବିଜେପିକୁ ୫୨୮୯, କଂଗ୍ରେସକୁ ୧୩୦, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୨୭୦, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୩୪ଟି ଭୋଟ ମିଳିଥିଲା ।
ପଞ୍ଚମ ରାଉଣ୍ଡରେ ବିଜେଡିକୁ ୪୦୦୩, ବିଜେପିକୁ ୪୩୧୪, କଂଗ୍ରେସକୁ ୧୬୨, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୦୨୭, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୪୦ ଟି ଭୋଟ ମିଳିଥିଲା ।
ଷଷ୍ଠ ରାଉଣ୍ଡରେ ବିଜେଡିକୁ ୩୮୪୫, ବିଜେପିକୁ ୪୬୬୫, କଂଗ୍ରେସକୁ ୨୮୮, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୪୬୯, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୩୩ ଟି ଭୋଟ ମିଳିଥିଲା ।
ସପ୍ତମ ରାଉଣ୍ଡରେ ବିଜେଡିକୁ ୩୧୪୦, ବିଜେପିକୁ ୩୯୪୮, କଂଗ୍ରେସକୁ ୧୧୫, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୨୭ ଟି ଭୋଟ ମିଳିଥିଲା ।
ଅଷ୍ଟମ ରାଉଣ୍ଡରେ ବିଜେଡିକୁ ୪୧୭୪ , ବିଜେପିକୁ ୪୯୬୫, କଂଗ୍ରେସକୁ ୧୧୪ , ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୯୪, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୨୬ ଟି ଭୋଟ ମିଳିଥିଲା ।
ନବମ ରାଉଣ୍ଡରେ ବିଜେଡିକୁ ୫୭୪୨ , ବିଜେପିକୁ ୫୦୧୬, କଂଗ୍ରେସକୁ ୩୨୦ , ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୪୧୦, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୩୨ଟି ଭୋଟ ମିଳିଥିଲା ।