ଧରଣୀଧର ସ୍ୱୟଂସାଶିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା

ଧରଣୀଧର ସ୍ୱୟଂସାଶିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା

ଧରଣୀଧର ସ୍ୱୟଂସାଶିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର : ଧରଣୀଧର ସ୍ୱୟଂସାଶିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା। କେନ୍ଦୁଝର ଜିଲ୍ଲାରେ ଥିବା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ,କେବଳ କେନ୍ଦୁଝର ନୁହେଁ, ଆଖପାଖ ଜିଲ୍ଲା ମାନଙ୍କର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଲାଭଦାୟକ ହେବ । ମୁଖ୍ୟମନ୍ତ୍ରୀ ସୋମବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୀର୍ଘ ଦିନର ଥିବା ଦାବିକୁ ପୂରଣ କରିଛନ୍ତି ।