ଟିଡ଼ିଏସରେ ହ୍ରାସ

ଟିଡ଼ିଏସରେ ହ୍ରାସ

ଟିଡ଼ିଏସରେ ହ୍ରାସ
୧. ଟିକସ ଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଟିଡ଼ିଏସ ଓ ଟିସିଏସ କ୍ଷେତ୍ରରେ ୨୫% ଟିକସ ହ୍ରାସ କରାଯାଇଛି । ୨. ଟିଡ଼ିଏସ ହେଉଛି ଟ୍ୟାକ୍ସ ରିଡ଼କ୍ସନ ଆଟ ସୋର୍ସ ଓ ଟିସିଏସ ହେଉଛି ଟ୍ୟାକ୍ସ କଲେକ୍ସନ ଆଟ ସୋର୍ସ । ୩. ଠିକା, ପେଶାଦାର ଫି, ସୁଧ, ଭଡ଼ା, ଡିଭିଡେଣ୍ଡ, କମିଶନ, ବ୍ରୋକର ଆଦି ଟିଡ଼ିଏସ ହ୍ରାସ ପାଇଁ ଯୋଗ୍ୟ ବିବେଚିତ ହେବେ । ୪. ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ଏହା ଲାଗୁ ହେବ । ୫. ଏହି ପଦକ୍ଷେପ ଦ୍ୱାରା ୫୦ ହଜାର କୋଟିର ଲିକୁ୍ୟଡ଼ିଟି ହେବ ।