ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଂଟ

ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଂଟ

ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଂଟ
ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ଫେସବୁକରେ ଫେକ୍ ଆକାଉଂଟ ଖୋଲା ଯାଇଛି । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁରେ ଫେକ୍ ଆକାଉଂଟ କେହି ଦୁବୃର୍ତ ଖୋଲିଛି । ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ପରେ କେହି ଦୁର୍ବୃତ ଲାଂଚ ମାଗୁଛି । ସୂଚନା ପାଇବା ପରେ ଫେସବୁକରେ ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେଇଛନ୍ତି । ଫେକ୍ ଆକାଉଂଟ ବୋଲି ଜିଲ୍ଲାପାଳ କହିଛନ୍ତି, ଏଥିରେ ନପଡିବାକୁ ପରାମର୍ଶ ଦିଆଯାଇଛି ।