ଗୁଡୁଲି ରଥ ହେଲେ ପିସିସି ସାଂସ୍କୃତିକ ସେଲ ଅଧ୍ୟକ୍ଷ

ଗୁଡୁଲି ରଥ ହେଲେ ପିସିସି ସାଂସ୍କୃତିକ ସେଲ ଅଧ୍ୟକ୍ଷ

ଗୁଡୁଲି ରଥ ହେଲେ ପିସିସି ସାଂସ୍କୃତିକ ସେଲ ଅଧ୍ୟକ୍ଷ

ଭୁବନେଶ୍ବର : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁଡ଼ୁଲି ରଥଙ୍କୁ ପିସିସି ସାଂସ୍କୃତିକ ସେଲ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର ଏହି ନିଯୁକ୍ତି ଦେଇଛନ୍ତି। ସେହିପରି ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ରଙ୍କୁ ସାଂସ୍କୃତିକ ସେଲର ଉପାଧ୍ୟକ୍ଷ କରାଯାଇଛି।

ନିକଟରେ ଉଭୟ ସେଲିବ୍ରିଟି କଂଗ୍ରେସରେ ଯୋଗଦାନ କରିଥିଲେ। ଓଡ଼ିଶାର ସଙ୍ଗୀତ ଦୁନିଆରେ ଉଭୟଙ୍କର ସୁନାମ ରହିଛି।