କେଉଁ ନେତ୍ରୀଙ୍କୁ କେଉଁ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡ଼ି, ଜାଣନ୍ତୁ
କେଉଁ ନେତ୍ରୀଙ୍କୁ କେଉଁ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡ଼ି, ଜାଣନ୍ତୁ
admin
Aug 10, 2020 - 15:16
Updated: Aug 10, 2020 - 15:16
ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳର ୩୦ ବରିଷ୍ଠ ବିଜେଡ଼ି ନେତ୍ରୀଙ୍କୁ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ବିଜେଡ଼ି ମିଡ଼ିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି ।
ଗଞ୍ଜାମ : ଗୀତା ବସ୍ତିଆ
କେନ୍ଦୁଝର : ଲୋପାମୁଦ୍ରା ବକ୍ସିପାତ୍ର
ଖୋର୍ଦ୍ଧା/ଭୁବନେଶ୍ୱର : କସ୍ତୁରୀ ମହାପାତ୍ର
ମୟୂରଭଞ୍ଜ : ଉର୍ମିଲତା ଦାସ
ସୁନ୍ଦରଗଡ଼ : ଜ୍ୟୋତି ପାଣିଗ୍ରାହୀ
ରାୟଗଡ଼ା : ସ୍ନିଗ୍ଧା ପାଣିଗ୍ରାହୀ
ବାଲେଶ୍ୱର : ଭାରତୀ ସିଂହ
ନୟାଗଡ଼ : କୁଞ୍ଜଲତା ସାମଲ
ଜଗତସିଂହପୁର : ସଂଯୁକ୍ତା ମହଲା
ମାଲକାନାଗିରି : ନିବେଦିତା ମହାନ୍ତି
କନ୍ଧମାଳ : ସଂଘମିତ୍ରା ଦଳେଇ
ଯାଜପୁର : ରିଜାୱାନା ବେଗମ
ସମ୍ବଲପୁର : ମୀନତୀ ଦେବତା
କେନ୍ଦ୍ରାପଡ଼ା : ମିତା ରାଉତ
ବଲାଙ୍ଗୀର : ସରୋଜିନୀ ରାଜ
ଅନୁଗୁଳ : ପୁଷ୍ପାଞ୍ଜଳୀ ରଣା
କଳାହାଣ୍ଡି : ସଂଯୁକ୍ତା ମହାନ୍ତି
ପୁରୀ : ସଂଧ୍ୟା ବିଶ୍ୱାଳ
ସୋନପୁର : ରଞ୍ଜୁଲତା ରାୟ
ନୂଆପଡ଼ା : ରୁନୁ ଜେନା
କୋରାପୁଟ : ମୀରା ପରିଡ଼ା
ବରଗଡ଼ : ନିବେଦିତା ନାୟକ
ଭଦ୍ରକ : ସରୋଜିନୀ ମହାପାତ୍ର
ନବରଙ୍ଗପୁର : ସମ୍ପା ମଜମୁଦାର
ଢେଙ୍କାନାଳ : ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ
ଝାରସୁଗୁଡ଼ା : ସାଗରିକା ମିଶ୍ର
ବୌଦ୍ଧ : ବାସନ୍ତୀ ସିଂହ
ଦେବଗଡ଼ : ବନଜା ମହାନ୍ତି
ଗଜପତି : ବାସନ୍ତୀ ମହାପାତ୍ର