ଓଡିଶାରେ ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବ ଡିଆରଡିଓ

ଓଡିଶାରେ ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବ ଡିଆରଡିଓ

ଓଡିଶାରେ ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବ ଡିଆରଡିଓ
ଭୁବନେଶ୍ୱର: ଓଡିଶାରେ ହେବାକୁ ଥିବା ୭ଟି ଅକ୍ସିଜେନ ପ୍ଲାଂଟ ନିର୍ମାଣ କରିବ ଡିଆରଡିଓ । ଏହାର ସିଭିଲ ଓ ଇଲେକ୍ଟ୍ରିକାଲ କାମ ଏନଏଚଏଆଇ କରିବ । ବୌଦ୍ଧ, କଟକ, ଭଦ୍ରକ, ଗଜପତି , ଝାରସୁଗୁଡା, ନୟାଗଡ, କୋରାପୁଟରେ ପ୍ଲାଂଟ ନିର୍ମାଣ ହେବ । ପ୍ଲାଂଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଛି । ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଛି । କୋଭିଡ ସମୟରେ ଅକ୍ସିଜେନ ଯୋଗାଣରେ ଏହି ସହାୟକ ହେବ । ସବୁ ପ୍ଲାଂଟ ୧୦୦୦ ଏଲପିଏମର ହେବ । ଏନଏଚଏଆଇ ସଜିଏମ ଆର.ପଣ୍ଡା ସୂଚନା ଦେଇଛନ୍ତି ।