ଇନ୍ଦ୍ରାବତୀ କେନାଲରେ ୨୦ ଫୁଟର ଘାଇ

ଇନ୍ଦ୍ରାବତୀ କେନାଲରେ ୨୦ ଫୁଟର ଘାଇ

ଇନ୍ଦ୍ରାବତୀ କେନାଲରେ ୨୦ ଫୁଟର ଘାଇ
କଳାହାଣ୍ଡି : ଇନ୍ଦ୍ରାବତୀର କେନାଲରେ ୨୦ଫୁଟର ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ପଣ୍ଡି ଗ୍ରାମରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଗ୍ରାମର ଶହ ଶହ ଏକର ଜମି ପାଣି ଘେରରେ ଥିବା ଯୋଗୁଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଇନ୍ଦ୍ରାବତୀର ଇଞ୍ଜିନିୟରିଂ ଟିମ୍ ପହଞ୍ଚି ଏହି ସ୍ଥିତିର ଅନୁଧ୍ୟାନ କରୁଛନ୍ତି।