ଆତଙ୍କବାଦୀ ଆକ୍ରମଣରେ ୩ ମୃତ

ଆତଙ୍କବାଦୀ ଆକ୍ରମଣରେ ୩ ମୃତ

ଆତଙ୍କବାଦୀ ଆକ୍ରମଣରେ ୩ ମୃତ
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ବାରମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ ଘଟଣା । ଆଉ ଜଣେ ସଂକଟାପନ୍ନ ବ୍ୟକ୍ତଙ୍କ ମୃତୁ୍ୟ , ମୃତୁ୍ୟ ସଂଗ୍ୟା ୩କୁ ବୃଦ୍ଧି ପାଇଛି । ସୋପୋର ପୌର କାର୍ଯ୍ୟାଳୟରେ ବୈଠକ ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପୂର୍ବରୁ ଜଣେ କାଉନସିଲର ଓ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ । ସେହି ଆକ୍ରମଣାରେ ଆଜ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତୁ୍ୟ ଘଟିଛି ।