୩୦୦ ଲୋକଙ୍କ ନାଁରେ ଏତଲା

୩୦୦ ଲୋକଙ୍କ ନାଁରେ ଏତଲା

୩୦୦ ଲୋକଙ୍କ ନାଁରେ ଏତଲା
ଭଦ୍ରକ: ଭଦ୍ରକ ପୁରୁଣାବଜାରରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ଘଟଣାରେ ଶତାଧିକ ଲୋକଙ୍କ ନାମରେ ଏତଲା ଦିଆଯାଇଛି । ୨୫୦ରୁ ୩୦୦ ଲୋକଙ୍କ ନାମରେ ପୁରୁଣାବଜାର ଆଇଆଇସି ଏତଲା ଦେଇଛନ୍ତି । ପୁଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା କରିବାକୁ ନେଇ ଏହି ଏତଲା ଦିଆଯାଇଛି । ପୂର୍ବରୁ ଏହି ଘଟଣାରେ ଜଣେ ଏଏସଆଇ ଜଣେ କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଛି । ସବୁଠାରୁ ବଡ଼ କଥାହେଲା ଯେ, ଏତଲା କରିଥିବା ଆଇଆଇ ପ୍ରେମପ୍ରଜ୍ଞାଙ୍କ ମଧ୍ୟ ବଦଳି ନିଦେ୍ର୍ଧଶ ହୋଇଛି ।