୨ ଲକ୍ଷ ଲୁଟ

୨ ଲକ୍ଷ ଲୁଟ

୨ ଲକ୍ଷ ଲୁଟ
ବାଲିଗୁଡ଼ା: ପୁଣି ଲୁଟ । ଭିଏଲଡବ୍ଲୁ୍ୟଙ୍କ ଠାରୁ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି ୨ ଲକ୍ଷ ଟଙ୍କା । ଦାରିଙ୍ଗବାଡ଼ି ଲକ୍ଷ୍ମୀବଜାର ନିକଟରୁ ୨ ଜଣ ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ସମ୍ପୃକ୍ତ ଭିଏଲଡବ୍ଲୁ୍ୟ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିଲେ ।